Jump to content

ଭାନ

ଉଇକିଅଭିଧାନ‌ରୁ

ଭାନ

ଉଚ୍ଚାରଣ

[ସମ୍ପାଦନା]

ସଂସ୍କୃତ - ବିଶେଷ୍ୟ - (ଭା ଧାତୁ=ଦୀପ୍ତି ପାଇବା+ଭାବ. ଅନ)

[ସମ୍ପାଦନା]
୧. ଦୀପ୍ତି —୧. Splendour; radiance.
୨. ପ୍ରତୀତି —୨. Belief.
୩. ଶୋଭା —୩. Beauty.
୪. ପ୍ରକାଶ —୪. Manifestation.
୫. ମିଥ୍ୟା — ପ୍ରତୀତି —୫. A false impression.

ଦେଶଜ - ବିଶେଷ୍ୟ -

[ସମ୍ପାଦନା]

ଛଳ; ବାହାନା —Feigning; excuse.

(ଉ—ଅତି ବିନୟର ଭାନ କରଇ କେପୁଣି—ରାଧାନାଥ. ମହାଯାତ୍ରା

ଦେଶଜ - ବିଶେଷଣ -

[ସମ୍ପାଦନା]
୧. ଅସାର —୧. Unsubstantial.
୨. ମନ୍ଦ —୨. Bad.

(ଉ—କିଏ ସାର, ଭାନ କିଏ ଆମ୍ଭଙ୍କୁ ତା ଜଣା— ରାଧାନାଥ ସାବିତ୍ରୀ ଚରିତ)