Jump to content

ଭାନୁପତ୍ରୀ

ଉଇକିଅଭିଧାନ‌ରୁ

ଭାନୁପତ୍ରୀ

ଉଚ୍ଚାରଣ

[ସମ୍ପାଦନା]

ସଂସ୍କୃତ - ବିଶେଷ୍ୟ - (ରୂପକ କର୍ମଧା; ଭାନୁ+ପତ୍ରୀ)

[ସମ୍ପାଦନା]

ରଶ୍ମିଶର; ରଶ୍ମି— ରୂପ ଶର —Ray of light compared to an arrow.

(ଉ—ବିଚିତ୍ର ଚିତ୍ରଭାନୁ ଭାନୁପତ୍ରୀ ସନ୍ଧାନୁ ଦନୁଜ ରାମାନୁଜ ଧୀର—ଭଞ୍ଜ. ବୈଦେହୀଶବିଳାସ)