ଭାନୁବତୀ
ଦେଖଣା
ଭାନୁବତୀ
ଉଚ୍ଚାରଣ
[ସମ୍ପାଦନା]ଅନୁବାଦ
[ସମ୍ପାଦନା]ଭାନୁବତୀ
|
ଦେଶଜ - ବିଶେଷ୍ୟ - ସ୍ତ୍ରୀ (ସଂସ୍କୃତ - ଭାନୁମତୀ)
[ସମ୍ପାଦନା]- ୧. ଅଇରି ଗଉଡ଼ କେଳାମାନେ କୁହୁକ ଦେଖାଇବା ଉପଲକ୍ଷରେ ଯେଉଁ ସ୍ତ୍ରୀର ହାତ ଗୋଡ଼ ବାନ୍ଧି ତାକୁ ପେଡ଼ିରେ ପୂରାଇ ଦେଇ ପେଡ଼ି ଚାରିପାଖେ ଲୁଗା ଘେରାଇ ଦିଅନ୍ତି ଏବଂ ଯେ କୈଶଳକ୍ରମେ ଉକ୍ତ ବନ୍ଧନ ଫିଟାଇ ସେହି ପେଡ଼ିରୁ
ବାହାରି ପଡ଼ି ଭଲ ସାଢ଼ୀ ଆଦି ପିନ୍ଧି ଦର୍ଶକମାନଙ୍କୁ ଚମତ୍କୃତ କରେ —୧. (a show of magic) A woman coming out of a closed box where she is imprisoned after being bound hand and foot.
- ୨. (ଲକ୍ଷଣାର୍ଥ) ସୁନ୍ଦରୀ ସ୍ତ୍ରୀ —୨. (figurative) A graceful woman.