Jump to content

ଭାନୁମତୀ

ଉଇକିଅଭିଧାନ‌ରୁ

ଭାନୁମତୀ

ଉଚ୍ଚାରଣ

[ସମ୍ପାଦନା]
  • (file)

ସଂସ୍କୃତ - ବିଶେଷଣ - ସ୍ତ୍ରୀ. (ଭାନୁ=କିରଣ, ଶୋଭା+ଯୁକ୍ତାର୍ଥେ ମତ୍+ସ୍ତ୍ରୀ. ଈ)

[ସମ୍ପାଦନା]
୧. କିରଣମୟୀ —୧. Having rays of light; refulgent; radiant.
୨. ଅତିସୁନ୍ଦରୀ (ସ୍ତ୍ରୀ) —୨. Very charming (lady), cynosure.

ସଂସ୍କୃତ - ବିଶେଷ୍ୟ - ସ୍ତ୍ରୀ

[ସମ୍ପାଦନା]
୧. ଦୁର୍ଯ୍ୟୋଧନଙ୍କ ମହିଷୀ —୧. Durj̄yodhana's Ranee.

[ଦ୍ରଷ୍ଟବ୍ୟ —ଏହାଙ୍କ ଗର୍ଭରୁ ଲକ୍ଷ୍ମଣ ନାମକ ପୁତ୍ର ଓ ଲକ୍ଷଣା ନାମେ କନ୍ୟା ଜନ୍ମିଥିଲେ] ===

୨. ବିକ୍ରମାଦିତ୍ୟଙ୍କ ରାଣୀ —୨. Bikramāditya's Ranee.
୩. ଭାନୁନାମକ ଯାଦବଙ୍କ କନ୍ୟା ଓ ସହଦେବଙ୍କ ସ୍ତ୍ରୀ —୩. Name of a wife Sahadeba.

[ଦ୍ରଷ୍ଟବ୍ୟ —ନିକୁମ୍ଭଦୈତ୍ୟ ଏହାଙ୍କୁ ହରଣ କରି ନେଇଥିଲା; ଶ୍ରୀକୃଷ୍ଣ ନିକୁମ୍ଭକୁ ବଧ କରି ଏହାକୁ ଉଦ୍ଧାର କଲେ ଓ ପରେ ପଞ୍ଚମ ପାଣ୍ଡବଙ୍କ ସହିତ ଏହାଙ୍କୁ ବିବାହ କରାଇଲେ—ସୁବଳଚନ୍ଦ୍ର]

୪. କୁହୁକବିଦ୍ୟାପଣ୍ଡିତା ଭୋଜରାଜତନୟା —୪. The daughter of king Bhoja said to be a great magician.