Jump to content

ଭାନୁମାନ୍

ଉଇକିଅଭିଧାନ‌ରୁ

ଭାନୁମାନ୍

ଉଚ୍ଚାରଣ

[ସମ୍ପାଦନା]
(ଭାନୁମତୀ—ସ୍ତ୍ରୀ) 

ସଂସ୍କୃତ - ବିଶେଷଣ - ପୁ. (ଭାନୁ=କିରଣ+ଅସ୍ତି ଅର୍ଥରେ ମତ୍; ୧ମା. ୧ବ)

[ସମ୍ପାଦନା]

ଦୀପ୍ତିମାନ୍; ଦୀପ୍ତିଶାଳୀ —Refulgent; radiant.

ସଂସ୍କୃତ - ବିଶେଷ୍ୟ -

[ସମ୍ପାଦନା]
୧. ସୂର୍ଯ୍ୟ —୧. The sun.
୨. କଳିଙ୍ଗ ରାଜାଙ୍କର ପୁତ୍ର —୨. The son of the king of Kaḻiṅga.

[ଦ୍ରଷ୍ଟବ୍ୟ —ଏ ମହାଭାରତ ଯୁଦ୍ଧରେ ଭୀମଙ୍କ ବିରୋଧରେ ଭୀଷଣ ଯୁଦ୍ଧ କରିଥିଲେ— କୃପାସିନ୍ଧୁ. ଇତିହାସ]