ଭାବ

ଉଇକିଅଭିଧାନ‌ରୁ

ବିଶେଷ୍ୟ (ସଂସ୍କୃତ)[ସମ୍ପାଦନା]

  • ଜନ୍ମ; ଉତ୍ପତ୍ତି
  • ସୃଷ୍ଟି
  • ଅସ୍ତିତ୍ଵ; ସ୍ଥିତି
  • ବିଭୂତି
  • ପ୍ରକୃତି; ସ୍ଵଭାବ; ସହଜ ଗୁଣ
  • ଚିତ୍ତ
  • ମନ
  • ଆତ୍ମା
  • କ୍ରିୟା
  • ଅବସ୍ଥା; ଦଶା
  • ଢଙ୍ଗ; ଭଙ୍ଗୀ
  • ମାନସିକ ଉଦବେଗ; ଚିନ୍ତା; ଭାବନା
  • ବାକ୍ୟାର୍ଥ
  • ଫଳ
  • ବସ୍ତୁ
  • ଉପଦେଶ
  • ଅଭିପ୍ରାୟ; ଉଦ୍ଦେଶ୍ୟ
  • ଚେଷ୍ଟା
  • ତାତ୍ପର୍ଯ୍ୟ; ମର୍ମ
  • ଜଗତ୍
  • ଧ୍ୟାନ
  • ଆବେଗ; ଆଦେଶ
  • ପ୍ରକାର; ରକମ
  • ସମ୍ଭାବନା
  • ବିଳାସ
  • ମନର ଅବସ୍ଥା; ମନୋବିକାର ବିଶେଷ
  • କାମ
  • ଅନୁରାଗ; ପ୍ରୀତି; ପ୍ରଣୟ
  • ମନର ମେଳ; ସଭାବ
  • ସୌହାର୍ଦ୍ଦ୍ୟ; ବନ୍ଧୁତା
  • ଧାତୁର ଅର୍ଥ
  • କାବ୍ୟରେ ରସରୁ ଉତ୍ପନ୍ନ ମାନସିକ ଅବସ୍ଥା
  • ପୂଜ୍ୟ ବ୍ୟକ୍ତିଙ୍କ ପ୍ରତି ବିଶେଷତଃ ସୁତ୍ରଧାରଙ୍କ ପ୍ରତି ନଟର ସମ୍ବୋଧନ
  • ଭକ୍ତି
  • ମୁଖର ଆକୃତି ବା ଚେଷ୍ଟା
  • ପର୍ଯ୍ୟାଲୋଚନ; ପର୍ଯ୍ୟବେକ୍ଷଣ
  • ବିଚାର
  • ବିଦ୍ଵାନ ବ୍ୟକ୍ତି
  • ଜନ୍ତୁ
  • ଯୋନି
  • ଜନ୍ମକାଳୀନ ନକ୍ଷତ୍ର
  • କଳ୍ପନା
  • ମନରେ ଗୁପ୍ତ ରହିଥିବା ଇଚ୍ଛା
  • ଭରସା; ବିଶ୍ଵାସ
  • ଭାଉ
  • ଗ୍ରହମାନଙ୍କର ଶୟନ, ଉପବେଶନ, ପ୍ରକାଶନ, ଗମନ ଆଦି ୧୨ଟି ଚେଷ୍ଟା, ଯାହାକି ମନୁଷ୍ୟର ଜାତକ ଗଣନା ସମୟରେ ବିଚାର କରାଯାଏ
  • ନାୟକ ଆଦିଙ୍କୁ ଦେଖି କିମ୍ବା ଅନ୍ୟ ପ୍ରକାରେ ନାୟିକା ମନରେ ଉତ୍ପନ୍ନ ହେବା ୨୮ଟି ସ୍ଵଭାବଜ ଅବସ୍ଥା ମଧ୍ୟରୁ ୩ଟି ଅଙ୍ଗଜ ମଧ୍ୟରୁ ପ୍ରଥମ
  • ସଙ୍ଗୀତର ଅଭିପ୍ରାୟକୁ ଶ୍ରୋତାଙ୍କର ପ୍ରତ୍ୟକ୍ଷୀଭୁତ କରାଇବା ପାଇଁ ସଙ୍ଗୀତ ଗାଉଥିବା ବ୍ୟକ୍ତିର ସ୍ଵର, ନେତ୍ର, ମୁଖ, ବା ଅଙ୍ଗାଦିର ବିଭିନ୍ନ ଚାଳନ; ପାରିଯା
  • ହାବ; ପ୍ରେମିକା ପ୍ରେମିକାଙ୍କ ମନୋଭାବଜ୍ଞାପକ ଭଙ୍ଗୀ
  • ଜନ୍ମ, ସ୍ଥିତି, ବୃଦ୍ଧି ଓ କ୍ଷୀଣତାପ୍ରାପ୍ତ, ପରିଣାମଯୁକ୍ତ ଅବିନଶ୍ଵର ପଦାର୍ଥ
  • ବୁଦ୍ଧିର ଯେଉଁ ଗୁଣଦ୍ଵାରା ଜ୍ଞାନ, ଅଜ୍ଞାନ, ଧର୍ମ, ଅଧର୍ମର ଧାରଣା ଜନ୍ମେ
  • ଦ୍ରବ୍ୟ, ଗୁଣ, କର୍ମ, ସାମାନ୍ୟ, ବିଶେଷ ଓ ସମବାୟ ଏହି ୬ଟି ବିଦ୍ୟମାନ ବସ୍ତୁ

ବିଶେଷ୍ୟ (ଦେଶଜ)[ସମ୍ପାଦନା]

  • ଭାବଗ୍ରାହୀ ନାମକ ବ୍ୟକ୍ତିର ଡାକ ନାମଭାବ

ଓଡ଼ିଆ[ସମ୍ପାଦନା]

ଉଚ୍ଚାରଣ[ସମ୍ପାଦନା]

[ବିପରୀତ—ଅଭାବ]

  • (file)
  • (file)

ସଂସ୍କୃତ - ବିଶେଷ୍ୟ - (ଭୂ. ଧାତୁ=ହେବା+ଭାବ. ଅ)[ସମ୍ପାଦନା]

୧. ଜନ୍ମ; ଉତ୍ପତ୍ତି — ୧. Birth.
୨. ସୃଷ୍ଟି —୨. Creation.
୩. ଅସ୍ତିତ୍ୱ; ସ୍ଥିତି —୩. Existence; being.
୪. ବିଭୂତି —୪. Divinity.
୫. ପ୍ରକୃତି; ସ୍ୱଭାବ; ସହଜ ଗୁଣ —୫. Attribute; nature; natural disposition.
୬. ଚିତ୍ତ —୬. Heart.
୭. ମନ — ୭. Mind.
୮. ଆତ୍ମା —୮. Soul.
୯. କ୍ରିୟା — ୯. Action.
୧. ଅବସ୍ଥା; ଦଶା —୧୦. Condition; state.
୧୧. ଢଙ୍ଗ; ଭଙ୍ଗୀ — ୧୧. Mode.
୧୨. ମାନସିକ ଉଦ୍ୱେଗ; ଚିନ୍ତା; ଭାବନା —୧୨. Thought; anxiety.
୧୩. ବାକ୍ୟାର୍ଥ — ୧୩. Meaning of words.
୧୪. ଫଳ — ୧୪. Result; consequence.
୧୫. (+କର୍ତ୍ତୃ. ଅ) ବସ୍ତୁ —୧୫. Thing.
୧୬. ଉପଦେଶ —୧୬. Advice.
୧୭. ଅଭିପ୍ରାୟ; ଉଦ୍ଦେଶ୍ୟ —୧୭. Intention; aim.
୧୮. ଚେଷ୍ଟା —୧୮. Endeavour.
୧୯. ତାତ୍ପର୍ଯ୍ୟ; ମର୍ମ —୧୯. Purport; gist.
୨. ଜଗତ୍ —୨୦. The creation.
୨୧. ଧ୍ୟାନ — ୨୧. Contemplation.
୨୨. ଆବେଗ; ଆବେଶ — ୨୨. Sudden change of mind; paroxysm; pathos.
୨୩. ପ୍ରକାର; ରକମ —୨୩. Kind.
୨୪. ସମ୍ଭାବନା —୨୪. Possibility.
୨୫. ବିଳାସ — ୨୫. Sport; pleasure.
୨୬. ମନର ଅବସ୍ଥା; ମନୋବିକାର ବିଶେଷ —୨୬. Mental condition; idea; feeling; emotion.
୨୭. କାମ — ୨୭. Wish; cupid.
୨୮. ଅନୁରାଗ; ପ୍ରୀତି; ପ୍ରଣୟ — ୨୮. Love; attachment.
୨୯. ମନର ମେଳ; ସଭାବ —୨୯. Good feeling; mental agreement.
୩. ସୌହାର୍ଦ୍ଦ୍ୟ; ବନ୍ଧୁତା —୩୦. Friendship.
୩୧. (ବ୍ୟାକରଣ) ଧାତୁର ଅର୍ଥ — ୩୧. (Grammer) The meaning of a verbal root.
୩୨. (ଅଳଙ୍କାର) କାବ୍ୟରେ ରସରୁ ଉତ୍ପନ୍ନ ମାନସିକ ଅବସ୍ଥା —୩୨. (rhetoric) Feeling; sentiment.

[ଦ୍ରଷ୍ଟବ୍ୟ —ଯେଉଁଠାରେ ରସର ବିକାଶ ସମ୍ପୂର୍ଣ୍ଣରୂପେ ହୋଇ ନ ପାରି ଅଂଶତଃ ହୋଇଥାଏ ଅଥବା ଯେଉଁଠାରେ ସ଼ଞ୍ଚାରୀ ଭାବର ପ୍ରାଧାନ୍ୟ ଲକ୍ଷିତ ହୁଏ କିମ୍ୱା ବିଭାବାଦି ସ୍ପଷ୍ଟ ଲକ୍ଷିତ ନ ହୋଇ କେବଳ ଅଳ୍ପ ପରିମାଣରେ ସ୍ଥାୟୀ ଭାବର ଉଦ୍ୱୋଧ ହୁଏ ସେଠାରେ ତାହା ଭାବରୂପେ ବାଚ୍ୟ ହୁଏ ଏହି ଭାବ ନାନାବିଧ— କୁଳମଣି. ଅଳଙ୍କାର ତରଙ୍ଗିଣୀ]

୩୩. (ନାଟ୍ୟୋକ୍ତି) ପୂଜ୍ୟ ବ୍ୟକ୍ତିଙ୍କ ପ୍ରତି ବିଶେଷତଃ ପୂତ୍ରଧାରଙ୍କ ପ୍ରତି ନଟର ସମ୍ୱୋଧନ —୩୩. An address of respect in dramatic language.
୩୪. ଭକ୍ତି (ହିନ୍ଦୀ - ଶ.) —
୩୪. Devotion.

(ଉ—ବିଶ୍ୱବ୍ୟାପୀ ତା ଭାବରେ ବିଭୋଗୀ ହେଲେ ଜବରେ ଭଞ୍ଜ. ବୈଦେହୀଶବିଳାସ)

ଅନୁବାଦ[ସମ୍ପାଦନା]

୩୫. ମୁଖର ଆକୃତି ବା ଚେଷ୍ଟା (ହିନ୍ଦୀ - ଶ.) —୩୫. Facial expression.
୩୬. ପର୍ଯ୍ୟାଲୋଚନ; ପର୍ଯ୍ୟବେକ୍ଷଣ (ହିନ୍ଦୀ - ଶ.) —୩୬. Attentive observation.
୩୭. ବିଚାର —୩୭. Consideration.
୩୮. ବାଦ୍ୱାନ୍ ବ୍ୟକ୍ତି (ହିନ୍ଦୀ - ଶ) —୩୮. A learned person.
୩୯. ଜନ୍ଥୁ (ହିନ୍ଦୀ - ଶ) —୩୯. Animal.
୪. ଯୋନି (ହିନ୍ଦୀ - ଶ.) —୪୦. Female organ.

୪୧: (ଜ୍ୟୋତିଷ) ଜନ୍ମକାଳୀନ ନକ୍ଷତ୍ର (ହିନ୍ଦୀ - ଶ) —୪୧. (astrology) A person's natal star.

୪୨: କଳ୍ପନା (ହିନ୍ଦୀ - ଶ) — ୪୨. Imagination; fancy.

୪୩: ମନରେ ଗୁପ୍ତ ରହିଥିବା ଇଚ୍ଛା (ହିନ୍ଦୀ - ଶ) —୪୩. Secret wish.

୪୪: ଭରସା; ବିଶ୍ୱାସ (ହିନ୍ଦୀ - ଶ) —୪୪. Faith; trust.

୪୫: ଭାଉ (ହିନ୍ଦୀ - ଶ) —୪୫. Market rate.

୪୬: (ଫଳିତ ଜ୍ୟୋତିଷ) ଗ୍ରହମାନଙ୍କର ଶୟନ, ଉପବେଶନ, ପ୍ରକାଶନ, ଗମନ ଆଦି୧୨:ଟି ଚେଷ୍ଟା, ଯାହାକି ମନୁଷ୍ୟର ଜାତକ ଗଣନା ସମୟରେ ବିଚାର କରାଯାଏ (ହିନ୍ଦୀ - ଶ) — ୪୬. (astrology) The particular posture of a planet in connection with one's horoscope.

୪୭: ନାୟକ ଆଦିଙ୍କୁ ଦେଖି କିମ୍ୱା ଅନ୍ୟ ପ୍ରକାରେ ନାୟିକା ମନରେ ଉତ୍ପନ୍ନ ହେବା ୨୮:ଟି ସ୍ୱଭାବଜ ଅବସ୍ଥା ମଧ୍ୟରୁ ୩ଟି ଅଙ୍ଗଜ ଅଳଙ୍କାର ମଧ୍ୟରୁ ପ୍ରଥମ (ହିନ୍ଦୀ - ଶ) —୪୭. The first of the mental conditions which are indicated by bodily expressions in the heroines of romance in respect of lovers.

[ଦ୍ରଷ୍ଟବ୍ୟ —ସାହିତ୍ୟକାରମାନେ ଏହି ଭାବକୁ ୧, ସ୍ଥାୟୀଭାବ, ୨. ବ୍ୟଭିଚାରୀ ଭାବ; ଓ ୩ ସାତ୍ତ୍ୱିକ ଭାବରେ ବିଭକ୍ତ କରି ଅଛନ୍ତି ରତି, ହାସ, ଶୋକ, କ୍ରୋଧ, ଉତ୍ସାହ, ଭୟ, ଜୁଗୁପ୍ସା ଓ ବସ୍ମୟ—ସ୍ଥାୟୀଭାବ; ନିର୍ବେଦ, ଗ୍ଳାନି, ଶଙ୍କା, ଅସୂୟା, ମଦ, ଭ୍ରମ, ଆଳସ୍ୟ, ଦୈନ୍ୟ, ଚିନ୍ତା, ମୋହ, ଧୃତି, ବ୍ରୀଡ଼ା, ଚପଳତା ହର୍ଷ, ଆବେଗ, ଜଡ଼ତା, ଗର୍ବ, ବିଷାଦ, ଉତ୍ସୁକତା, ନିଦ୍ରା, ଅପସ୍ମାର, ସ୍ୱପ୍ନ, ବିବୋଧ, ଅମର୍ଷ, ଉଗ୍ରତା, ବ୍ୟାଧି ଉନ୍ନାଦ, ମରଣ, ଭାସ ଓ ବିତର୍କ—ବ୍ୟଭିଚରୀ ଭାବ; ସ୍ୱେଦ ସ୍ତମ୍ଭ, ରୋମାଞ୍ଚ, ସ୍ୱରଭଙ୍ଗ, ବେପଥ, ବୈବର୍ଣ୍ଣ, ଅଶ୍ରୁ ଓ ପ୍ରଳୟ ସାତ୍ତ୍ୱିକ ଭାବର ଅନ୍ତର୍ଗତ]

୪୮: ସଙ୍ଗୀତର ଅଭିପ୍ରାୟକୁ ଶ୍ରୋତାଙ୍କର ପ୍ରତ୍ୟକ୍ଷୀଭୂତ କରାଇବା ପାଇଁ ସଙ୍ଗୀତ ଗାଉଥିବା ବ୍ୟକ୍ତିର ସ୍ୱର, ନେତ୍ର, ମୁଖ ବା ଅଙ୍ଗାଦିର ବିଭିନ୍ନ ଚାଳନ; ପାରିଯା (ହିନ୍ଦୀ - ଶ.) — ୪୮. Gesiculations; modulutions of voice and movements of limbs made by singers to make the audience realise the purport of song.

୪୯: ହାବ; ପ୍ରେମିକ ପ୍ରେମିକାଙ୍କ ମନୋ— ଭାବଜ୍ଞାପକ ଭଙ୍ଗୀ (ହିନ୍ଦୀ - ଶ.) —୪୯. Lover's gesticulations or blandishments.

୫. [ସାଂଖ୍ୟ] ଜନ୍ମ, ସ୍ଥିତି, ବୃଦ୍ଧି ଓ କ୍ଷୀଣତାପ୍ରାପ୍ତ, ପରିଣାମଯୁକ୍ତ ଅବିନଶ୍ୱର ପଦାର୍ଥ (ହିନ୍ଦୀ - ଶ.) —୫୦. (Sāṅkhya philosophy) A perishable thing having birth, existence growth, waning and end.

୫୧: ବୁଦ୍ଧିର ଯେଉଁ ଗୁଣଦ୍ୱାରା ଜ୍ଞାନ, ଅଜ୍ଞାନ, ଧର୍ମ, ଅଧର୍ମର ଧାରଣା ଜନ୍ମେ [ହିନ୍ଦୀ - ଶ.] —୫୧. Power of discrimination.

୫୨: [ବୈଶେଷିକ ଦର୍ଶନ] ଦ୍ରବ୍ୟ, ଗୁଣ, କର୍ମ, ସାମାନ୍ୟ, ବିଶେଷ ଓ ସମବାୟ ଏହି ୬ଟି ବିଦ୍ୟମାନ ବସ୍ତୁ —୫୨. [B&aline;i̱ṡeshika philosophy] Thing, attribute, act, commonness and peculiarity.

ସଂସ୍କୃତ - ଅ. (ନାଟ୍ୟୋକ୍ତି)[ସମ୍ପାଦନା]

ସୁତ୍ରଧାରକୁ ନଟୀର ସମ୍ୱୋଧନ — A term of address of respect in drama.

ଦେଶଜ - ବିଶେଷ୍ୟ -[ସମ୍ପାଦନା]

ଭାବଗ୍ରାହୀ ନାମକ ବ୍ୟକ୍ତିର ଡାକ ନାମ — Name for calling 'Bhābagrāhī.