ଭାବକ
ଦେଖଣା
ଭାବକ
ଉଚ୍ଚାରଣ
[ସମ୍ପାଦନା](ଭାବିକା—ସ୍ତ୍ରୀ)
ସଂସ୍କୃତ - ବିଶେଷ୍ୟ - ପୁଂ. (ଭୁ ଧାତୁ ଣିଚ୍=ଭାବ. ଧାତୁ=ଚିନ୍ତା କରିବା+କର୍ତ୍ତୃ. ଅକ)
[ସମ୍ପାଦନା]- ୧. ଯେଉଁ ଗାୟକ ଗୀତର ଭାବ ଅନୁସାରେ ସ୍ୱର ବଦଳାଇ ପାରେ —୧. A singer who can modulate his voice according to the sentiment of the song.
- ୨. ଭାବୁକ ବା ଚିନ୍ତାଶୀଳ ବ୍ୟକ୍ତି —୨. Thinker.
- ୩. ଉତ୍ପାଦକ —୩. Producer.
ସଂସ୍କୃତ - ବିଶେଷଣ - ପୁଲିଙ୍ଗ -
[ସମ୍ପାଦନା]- ୧. ଚିନ୍ତାଶୀଳ —୧. Thoughtful.
- ୨. ଉତ୍ପାଦନକାରୀ — ୨. Productive.