Jump to content

ଭାବଗର୍ଭ

ଉଇକିଅଭିଧାନ‌ରୁ

ଭାବଗର୍ଭ

ଉଚ୍ଚାରଣ

[ସମ୍ପାଦନା]

(ଭାବଗର୍ଭକ—ଅନ୍ୟରୂପ)

ସଂସ୍କୃତ - ବିଶେଷଣ - (ବହୁବ୍ରୀହି; ଭାବ+ଗର୍ଭ)

[ସମ୍ପାଦନା]
୧. ଅର୍ଥଗର୍ଭ; ଯହିଁରେ ଅର୍ଥ ନିହିତ ଅଛି —୧. Having a meaning; significant.
୨. ଆବେଗପୂର୍ଣ୍ଣ —୨. Full of sentiment or feeling; sentimental.