ଭାବଗ୍ରାହୀ
ଦେଖଣା
ଭାବଗ୍ରାହୀ
ଉଚ୍ଚାରଣ
[ସମ୍ପାଦନା]ସଂସ୍କୃତ - ବିଶେଷଣ - ପୁଲିଙ୍ଗ - (ଭାବ+ଗ୍ରହ୍, ଧାତୁ+କର୍ତ୍ତୃ. ଇନ୍, ୧ମା. ୧ବ)
[ସମ୍ପାଦନା]ଯେ ଅନ୍ୟ ବ୍ୟକ୍ତିର ମନୋଭାବ ବୁଝି ପାରେ —Able to understand another's intention or thoughts.
ସଂସ୍କୃତ - ବିଶେଷ୍ୟ -
[ସମ୍ପାଦନା]ଭଗବାନ୍ — God.
ଦେଶଜ - ବିଶେଷ୍ୟ - ପୁଲିଙ୍ଗ -
[ସମ୍ପାଦନା]ଲୋକଙ୍କ ନାମ —A name given to males.