Jump to content

ଭାବନ

ଉଇକିଅଭିଧାନ‌ରୁ

ଭାବନ

ଉଚ୍ଚାରଣ

[ସମ୍ପାଦନା]

ସଂସ୍କୃତ - ବିଶେଷ୍ୟ - (ଭାବି ଧାତୁ=ଚିନ୍ତା କରିବା+ଭାବ. ଅନ+ଆ)

[ସମ୍ପାଦନା]
୧. ଧ୍ୟାନ; କଳ୍ପନ; ଅନୁଚିନ୍ତନ —୧. Deliberation; contemplation.
୨. ବିବେଚନା — ୨. Consideration.
୩. ମାନସିକ ଉବ୍ଦେଗ; ଚିନ୍ତା — ୩. Anxiety; thought.
୪. ପର୍ଯ୍ୟାଲୋଚନ — ୪. Reflection; circumspection.
୫. ଅଭିଷେକ — ୫. Sprinkling.
୬. ଔଷଧର ସଂସ୍କାରବିଶେଷ; ଚୂର୍ଣ୍ଣରେ ତୈଳ ଆଦି ବାରଂବାର ମିଶାଇ ଘୋଟି ଶୁଖାଇବା କ୍ରିୟା; ଅବିମିଶ୍ରଣ —୬. Act of mixing a juice or other liquid repeatedly with a medicinal powder which is being prepared.
୭. ଅଧିବାସନ; ଅଙ୍ଗରାଗାଦିକରଣ; ବେଶବିନ୍ୟାସ — ୭. Toilette.
୮. ସଜାଇବା —୮. Furnishing.
୯. ଅନୁଭବରୁ ଓ ସ୍ମୃତିରୁ ଜାତ ମାନସିକ ସଂସ୍କାର — ୯. A state of mind resulting from experience or memory.