Jump to content

ଭାବମୂଳକ

ଉଇକିଅଭିଧାନ‌ରୁ

ଭାବମୂଳକ

ଉଚ୍ଚାରଣ

[ସମ୍ପାଦନା]

ସଂସ୍କୃତ - ବିଶେଷଣ - (ବହୁବ୍ରୀହି; ଭାବ+ମୂଳ+କ)

[ସମ୍ପାଦନା]
୧. ଜାହାର ମୂଳରେ ଭାବ ବା ଆବେଗ ଥାଏ —୧. Actuated by tense feeling; sentimental.
୨. ଅର୍ଥମୂଳକ —୨. Having meaning or significance.