Jump to content

ଭାବାନ୍ତର

ଉଇକିଅଭିଧାନ‌ରୁ

ଭାବାନ୍ତର

ଉଚ୍ଚାରଣ

[ସମ୍ପାଦନା]
  • (file)

ସଂସ୍କୃତ - ବିଶେଷ୍ୟ - (ଅନ୍ୟ+ଭାବ; କର୍ମଧାରୟ)

[ସମ୍ପାଦନା]

ମନର ଅବସ୍ଥାନ୍ତର; ବିଭିନ୍ନ ଚିତ୍ତବୃତ୍ତ —Change of feeling; another emotion or sentiment.