Jump to content

ଭାବାଭାସ

ଉଇକିଅଭିଧାନ‌ରୁ

ଭାବାଭାସ

ଉଚ୍ଚାରଣ

[ସମ୍ପାଦନା]

ସଂସ୍କୃତ - ବିଶେଷ୍ୟ -

[ସମ୍ପାଦନା]

ଗଣିକାର ବା ଅନୁରାଗିଣୀ ସ୍ତ୍ରୀର ସମ୍ପର୍କ କୌଣସି ପୁରୁଷ ପକ୍ଷରେ କ୍ଷୋଭର, ଲଜ୍ଜାର ବା ଚିନ୍ତାର ବିଷୟ ହେଲେ ପୁରୁଷର ଯେଉଁ ମାନସିକ ଅବସ୍ଥା ଉପସ୍ଥିତ ହୁଏ —The mental condition of a man when the woman whom he loves becomes the occasion for or cause of his regret, shame or anxiety (literally;-the semblance of sentiment).

[ଦ୍ରଷ୍ଟବ୍ୟ —ଭାବାଭାସର ଉଦାହରଣ—ଗୃହଲକ୍ଷ୍ମୀ କରି ରଖିବି ବାମାକୁ ହେବ ଯଦି ତାର ମତ, ନ ହେଲେ ଜୀବନ ଯାପିବି ହୋଇ ତା ଗୁପତ— ପ୍ରଣୟେ ରତ ଗଙ୍ଗାଧର. କୀଚକବଧ]