ଭାବିତ
ଦେଖଣା
ଭାବିତ
ଉଚ୍ଚାରଣ
[ସମ୍ପାଦନା](ଭାବିତା—ସ୍ତ୍ରୀ)
ସଂସ୍କୃତ - ବିଶେଷଣ - (ଭୁ ଧାତୁ ଣିଚ୍ ଭାବି ଧାତୁ+କର୍ମ. ତ)
[ସମ୍ପାଦନା]- ୧. (ପୁଂ) ଚିନ୍ତାନ୍ୱିତ; ଚିନ୍ତିତ; ଉଦ୍ୱିଗ୍ନ —୧. Thoughtful; anxious.
- ୨. ଅଙ୍ଗୀକୃତ — ୨. Agreed.
- ୩. ପ୍ରମାଣୀକୃତ —୩. Proved.
- ୪. ଘଟିତ —୪. Happened.
- ୫. ପବିତ୍ରୀକୃତ — ୫. Purified; chastened.
- ୬. (ଔଷଧାଦି) ସଂସ୍କୃତ; ଆୟୁର୍ବେଦୋକ୍ତ 'ଭାବନା' ବିଧିରେ ରସାଦି ସଙ୍ଗେ ମିଶ୍ରିତ —୬. (medicinal powder) Mixed with a juice; steeped.
- ୭. ବାସିତ —୭. Scented; perfumed.
- ୮. ପ୍ରାପ୍ତ —୮. Acquired.
- ୯. ପ୍ରାପିତ —୯. Caused to be anxious.