ଭାବିବା
ଦେଖଣା
ଭାବିବା
ଉଚ୍ଚାରଣ
[ସମ୍ପାଦନା]ଅନୁବାଦ
[ସମ୍ପାଦନା]ଦେଶଜ - କ୍ରି. (ସଂସ୍କୃତ - ଭୁ ଧାତୁ, ଣିଚ୍=ଭାବି ଧାତୁ)
[ସମ୍ପାଦନା]- ୧. ଚିନ୍ତା କରିବା —୧. To think.
- ୨. ସ୍ଥିର କରିବା — ୨. To settle.
- ୩. ଉଦ୍ଦିଗ୍ନ ହେବା —୩. To be anxious.
- ୪. ସ୍ମରଣ କରିବା —୪. To recollect.
- ୫. ଉଦ୍ଭାବନ କରିବା —୫. To think out; to find out.
- ୬. ବିଚାର କରିବା; ବିବେଚନା କରିବା —୬. To consider.
- ୭. ପଶ୍ଚାତ୍ତାପ କରିବା; ଅନୁତାପ କରିବା —୭. To repent.