ଭାବୀ
ଦେଖଣା
ଭାବୀ
ଉଚ୍ଚାରଣ
[ସମ୍ପାଦନା]ସଂସ୍କୃତ - ବିଶେଷ୍ୟ - ସ୍ତ୍ରୀ (ବବ+ସ୍ତ୍ରୀ. ଈ)
[ସମ୍ପାଦନା]ଭବାନୀ; ପାର୍ବତୀ — Pārbatī
ଭାବୀ
ଉଚ୍ଚାରଣ
[ସମ୍ପାଦନା]ସଂସ୍କୃତ - ବିଶେଷଣ - (ଭୂ ଧାତୁ+କର୍ତ୍ତୃ. ଇନ୍, ୧ମା. ୧ବ)
[ସମ୍ପାଦନା]- ୧. ଭବିତବ୍ୟ; ଭବିଷ୍ୟତ୍ —୧. Future.
- ୨. ଆଗାମୀ; ଯାହା ଘଟିବ —୨. Would be.
ଦେଶଜ - ବିଶେଷ୍ୟ -
[ସମ୍ପାଦନା]ଭବିଷ୍ୟତ୍କାଳ — The future.
(ଉ—ଭାବି ଅନ୍ଧ ବର୍ତ୍ତମାନ—ସର୍ବସ୍ୱ ବର୍ବରେ ରାଧାନାଥ. ମହାଯାତ୍ରା)