ଭାବୁକ
ଦେଖଣା
ଭାବୁକ
ଉଚ୍ଚାରଣ
[ସମ୍ପାଦନା](ଭାବୁକା—ସ୍ତ୍ରୀ)
ଧ୍ୱନି (ମାନକ ଓଡ଼ିଆ) (file)
ସଂସ୍କୃତ - ବିଶେଷଣ - ପୁଂ. (ଭୁ ଧାତୁ+କର୍ତ୍ତୃ. ଶୀଳାର୍ଥେ. ଉକ)
[ସମ୍ପାଦନା]- ୧. ଚିନ୍ତା ଶୀଳ —୧. Thoughtful.
- ୨. ଧ୍ୟାନଶୀଳ — ୨. Contemplative.
- ୩. ଭାବଗ୍ରାହୀ — ୩. Able to understand another's intentions or thoughts.
ସଂସ୍କୃତ - ବିଶେଷ୍ୟ -
[ସମ୍ପାଦନା]- ୧. ଯେ ଚିନ୍ତା କରେ —୧. A thinker.
- ୨. ମଙ୍ଗଳ —୨. Weal.
- ୩. ଭଗିନୀପତି —୩. One's sister's husband.