Jump to content

ଭାବୋଚ୍ଛ୍ୱାସ

ଉଇକିଅଭିଧାନ‌ରୁ

ଭାବୋଚ୍ଛ୍ୱାସ

ଉଚ୍ଚାରଣ

[ସମ୍ପାଦନା]
  • ରୋ.ଟ୍ରା. — Bhābochchhwāsa
  • ଆଇ.ପି.ଏ. — bʰˈɔ ˈakaɾ bˈɔ ˈokaɾ tʃˈɔ hˈʌlˈʌntɔ tʃhˈɔ hˈʌlˈʌntɔ lˈetəbˈiːʃˈatoˈekˈo ˈakaɾ dˌonteʃʃˈɔ

ସଂସ୍କୃତ - ବିଶେଷ୍ୟ - (୬ଷ୍ଠୀ ତତ୍; ଭାବ+ଉଚ୍ଛ୍ୱାସ)

[ସମ୍ପାଦନା]

ଭାବ ତରଙ୍ଗ ଉପର୍ଯ୍ୟୁପରି ଉଦିତ ହେବା; ଭାବରାଶି — Overflow of feelings.