Jump to content

ଭାବ୍ୟ

ଉଇକିଅଭିଧାନ‌ରୁ

ଭାବ୍ୟ

ଉଚ୍ଚାରଣ

[ସମ୍ପାଦନା]

ସଂସ୍କୃତ - ବିଶେଷଣ - (ଭୂ ଧାତୁ+କର୍ମ. ଯ)

[ସମ୍ପାଦନା]
୧. ଭବିତବ୍ୟ; ଯାହା ଅବଶ୍ୟ ଘଟିବ —୧. Inevitable.
୨. ଭବିଷ୍ୟତ୍ — ୨. Future.
୩. ଚିନ୍ତନୀୟ —୩. Thinkable.
୪. ସାଧ୍ୟ; ନିଷ୍ପାଦ୍ୟ —୪. Performable.