Jump to content

ଭାବ ଗତି

ଉଇକିଅଭିଧାନ‌ରୁ

ଭାବ ଗତି

ଉଚ୍ଚାରଣ

[ସମ୍ପାଦନା]

(ଭାବଗତିକ—ଅନ୍ୟରୂପ)

ଅନୁବାଦ

[ସମ୍ପାଦନା]

ଦେଶଜ - ବିଶେଷ୍ୟ - (ସଂସ୍କୃତ - ଭାବ+ଗତି)

[ସମ୍ପାଦନା]
୧. କୌଣସି ବ୍ୟକ୍ତିର ଆନ୍ତରିକ ଓ ବାହ୍ୟ ଅବସ୍ଥା; ଆକାର ପ୍ରକାର; ହାବଭାବ — ୧. Mental and external condition; feelings and deportments.
୨. ଛଟକ; ଢଙ୍ଗ୍ଢ଼ାଙ୍ଗ୍; ଭାବଭଙ୍ଗୀ —୨. Deportment; demeanour; outward expression of one's inner thought.
୩. ଅବସ୍ଥା —୩. Condition.
୪. ଢଙ୍ଗ —୪. Mode.
୫. ଚାଲି ଚଳନ —୫. Conduct; behaviour.