ଭାବ ଗମ୍ଭୀର
ଦେଖଣା
ଭାବ ଗମ୍ଭୀର
ଉଚ୍ଚାରଣ
[ସମ୍ପାଦନା][ଭାବଗମ୍ଭୀରା—ସ୍ତ୍ରୀ]
ଭାବ ଗମ୍ଭୀରତା, ଭାବଗାମ୍ଭୀର୍ଯ୍ୟବି
ସଂସ୍କୃତ - ବିଶେଷଣ - ପୁଂ. (୩ୟା ତତ୍, ଭାବ+ଗାମ୍ଭୀର)
[ସମ୍ପାଦନା]- ୧. ପ୍ରଗାଢ଼ ଚିନ୍ତାଦ୍ୱାରା ପ୍ରଣୋଦିତ — ୧. Inspired by deep thought.
- ୨. ଗମ୍ଭୀର ଭାବପୂର୍ଣ୍ଣ —୨. Full of deep thought.
- ୩. ଭାବର ପ୍ରାବଲ୍ୟ
ଯୋଗୁଁ ଗମ୍ଭୀର —୩. Looking grave or serious on account of excess of sentiments.