Jump to content

ଭାବ ତରଳ

ଉଇକିଅଭିଧାନ‌ରୁ

ଭାବ ତରଳ

ଉଚ୍ଚାରଣ

[ସମ୍ପାଦନା]

ସଂସ୍କୃତ - ବିଶେଷ୍ୟ - (୩ୟା ତତ୍, ଭାବ+ତଳେ)

[ସମ୍ପାଦନା]

ହୃଦୟର ଆବେଗଦ୍ୱାରା ବିଗଳିତ; ଭାବ ଭୋଳ —Melting with emotion; moved or led away by sentiments; emotional; sentimental.