Jump to content

ଭାବ ଦୋସ୍ତି

ଉଇକିଅଭିଧାନ‌ରୁ

ଭାବ ଦୋସ୍ତି

ଉଚ୍ଚାରଣ

[ସମ୍ପାଦନା]

ଅନୁବାଦ

[ସମ୍ପାଦନା]

ଦେଶଜ - ବିଶେଷ୍ୟ - (ସଂସ୍କୃତ - ଭାବ+ଫାରାସୀ - ଦୋସ୍ତୀ)

[ସମ୍ପାଦନା]
୧. ଗାଢ଼ ବନ୍ଧୁତ — ୧. Close friendship; intimacy.
୨. ପ୍ରଣୟ —୨. Love.

ଦେଶଜ - ବିଶେଷଣ -

[ସମ୍ପାଦନା]

ଗାଢ଼ ବନ୍ଧୁତା ବା ପ୍ରଣୟ ସୂତ୍ରରେ ଆବଦ୍ଧ (ବ୍ୟକ୍ତି) — Intimate.