Jump to content

ଭାବ ନାଭ୍

ଉଇକିଅଭିଧାନ‌ରୁ

ଭାବ ନାଭ୍

ଉଚ୍ଚାରଣ

[ସମ୍ପାଦନା]

[ଭାବଲା(ସା)ବ୍—ଅନ୍ୟରୂପ]

ଅନୁବାଦ

[ସମ୍ପାଦନା]

ଦେଶଜ - ବିଶେଷ୍ୟ - (ଅନର୍ଥକ ସହଚର)

[ସମ୍ପାଦନା]
୧. ସୌହାର୍ଦ୍ଦ୍ୟ — ୧. Intimacy.
୨. କୌଣସି ବ୍ୟକ୍ତିସଙ୍ଗେ ମିଳା ମିଶା —୨. The state of mixing freely with a person.
୩. ପ୍ରଣୟ; ଗାଢ଼ ବନ୍ଧୁତା —୩. Close friendship or love.