Jump to content

ଭାବ ପ୍ରକାଶ

ଉଇକିଅଭିଧାନ‌ରୁ

ଭାବ ପ୍ରକାଶ

ଉଚ୍ଚାରଣ

[ସମ୍ପାଦନା]

ସଂସ୍କୃତ - ବିଶେଷ୍ୟ - (୬ଷ୍ଠୀ ତତ୍; ଭାବ+ପ୍ରକାଶ)

[ସମ୍ପାଦନା]

ମନୋଗତ ଭାବର ପ୍ରକାଶ; ଭାବ ବ୍ୟକ୍ତ କରିବା — Expression of one's feelings, thought, meaning or intention.

ଦେଶଜ - ବିଶେଷ୍ୟ -

[ସମ୍ପାଦନା]

ସଂସ୍କୃତ ଆୟୁର୍ବେଦିକ ଚିକିତ୍ସା ଗ୍ରନ୍ଥବିଶେଷ —Name of a Sanskrit work on the Hindu system of medicine.

[ଦ୍ରଷ୍ଟବ୍ୟ —ଖ୍ରୀଷ୍ଟ ସପ୍ତଦଶ ଶତାବ୍ଦିରେ ମଦ୍ର ଦେଶରେ ଜନ୍ମଗ୍ରହଣ କରିଥିବା ଭାବ ମିଶ୍ର ନାମକ ଜଣେ ପଣ୍ଡିତଙ୍କଦ୍ୱାରା ଏ ଗ୍ରନ୍ଥ ସଂକଳିତ ହୋଇଥିଲା— ସୁବଳଚନ୍ଦ୍ର]