Jump to content

ଭାବ ବାଚ୍ୟ

ଉଇକିଅଭିଧାନ‌ରୁ

ଭାବ ବାଚ୍ୟ

ଉଚ୍ଚାରଣ

[ସମ୍ପାଦନା]

ସଂସ୍କୃତ - ବିଶେଷ୍ୟ - (ବ୍ୟାକରଣ)

[ସମ୍ପାଦନା]

ବାକ୍ୟର କର୍ତ୍ତାହୀନ ରୂପ — (grammer) The impersonal voice of a sentence.

[ଦ୍ରଷ୍ଟବ୍ୟ —ବାକ୍ୟର ବାଚ୍ୟ ତ୍ରିବିଧ; କର୍ତ୍ତୃବାଚ୍ୟ, କର୍ମବାଚ୍ୟ ଓ ଭାବବାଚ୍ୟ କର୍ତ୍ତୃବାଚ୍ୟରେ କର୍ତ୍ତାର ପ୍ରାଧାନ୍ୟ, କର୍ମ ବାଚ୍ୟରେ କର୍ମର ପ୍ରାଧାନ୍ୟ ଥାଏ, କିନ୍ତୁ ଭାବ ବାକ୍ୟରେ କର୍ତ୍ତା ପ୍ରାୟଶଃ ଅନୁକ୍ତ ରହେ

ଉଦାହରଣ—କର୍ତ୍ତୃବାଚ୍ୟ—ବାଲ୍ମିକୀ ରାମାୟଣ ଲେଖିଥିଲେ; କର୍ମବାଚ୍ୟ—ବାଲ୍ମିକୀଙ୍କଦ୍ୱାରା ରାମାୟଣ ଲେଖା ହୋଇ— ଥିଲା ଭାବବାଚ୍ୟ—ନଦୀ ତୀରରେ ବଂଶୀ ବାଜିଲା; ମତେ ଭଲ ଲାଗୁ ନାହିଁ ଶବ୍ଦର ବାଚ୍ୟ ସପ୍ତବିଧ; ତନ୍ମଧରୁ ଭାବ ବାଚ୍ୟ ଏକତମ; ଭାବବାଚ୍ୟରେ କେବଳ ଧାତ୍ୱର୍ଥ ପ୍ରକଶିତ ହୁଏ ଯଥା—ଗମନ, ଶୟନ, ଗତି, ସ୍ଥିତି ଇତ୍ୟାଦି ]