ଭାବ ଭାଙ୍ଗିବା
ଦେଖଣା
ଭାବ ଭାଙ୍ଗିବା
ଉଚ୍ଚାରଣ
[ସମ୍ପାଦନା]ଭାବଛଡ଼ା(ଡ଼େ)ଇବା, ଭାବଭଙ୍ଗା(ଙ୍ଗେ)ଇବା୨ର ଅନ୍ୟରୂପ
ଅନୁବାଦ
[ସମ୍ପାଦନା]ଭାବ ଭାଙ୍ଗିବା
|
ଦେଶଜ - କ୍ରିୟାପଦ -
[ସମ୍ପାଦନା]- ୧. କୌଣସି ବ୍ୟକ୍ତି ସଙ୍ଗେ ଥିବା ବନ୍ଧୁତା ବା ସମ୍ପର୍କ ଛିଣ୍ଡାଇବା —୧. To cut off one's connection or friendship with a person.
- ୨. ଦୁଇଜଣଙ୍କ ମଧ୍ୟରେ ଥିବା ବନ୍ଧୁତାର ବିନାଶ ଘଟାଇବା — ୨. To cause severance of friendship between ୨ persons.
ଦେଶଜ - ବିଶେଷ୍ୟ -
[ସମ୍ପାଦନା]- ୨. ଜଣଙ୍କ ମଧ୍ୟରେ ଥିବା ସୌହାର୍ଦ୍ଦ୍ୟର ଲୋପ —Breach of friendship between two persons.