Jump to content

ଭାମ

ଉଇକିଅଭିଧାନ‌ରୁ

ଭାମ

ଉଚ୍ଚାରଣ

[ସମ୍ପାଦନା]

ସଂସ୍କୃତ - ବିଶେଷ୍ୟ - (ଭା ଧାତୁ=ଦିପ୍ତି ପାଇବା+କର୍ତ୍ତୃ. ମ)

[ସମ୍ପାଦନା]
୧. ଭାନୁ — ୧. The sun.
୨. କିରଣ —୨. Ray of light.
୩. (+ଭାବ. ମ) ଦୀପ୍ତି —୩. Splendour; lustre; radiance.
୪. (ଭାମ୍ ଧାତୁ=କ୍ରୁଦ୍ଧ ହେବା+ଭାବ. ଅ) କ୍ରୋଧ; କୋପ —୪. Rage; anger.
୫. (+କର୍ତ୍ତୃ. ମ) ଭଗିନୀପତି —୫. Sister's husband.
୬. ଓଧ ଜାତୀୟ ଜନ୍ତୁ; କଟ୍ଟାଶ ଜାତୀୟ ପଶୁ —୬. A wild cat; palm civet; Paradoxurus Niger.