Jump to content

ଭାମିନୀ

ଉଇକିଅଭିଧାନ‌ରୁ

ଭାମିନୀ

ଉଚ୍ଚାରଣ

[ସମ୍ପାଦନା]
  • (file)

ସଂସ୍କୃତ - ବିଶେଷ୍ୟ - ସ୍ତ୍ରୀ. (ଭାମ+ଇନ୍+ସ୍ତ୍ରୀ. ଈ)

[ସମ୍ପାଦନା]
୧. ଅତିକୋପନା ସ୍ତ୍ରୀ — ୧. A shrew; a passionate woman.
୨. ସ୍ତ୍ରୀ; ନାରୀ —୨. Woman.

=== ସଂସ୍କୃତ - ବିଶେଷଣ - ସ୍ତ୍ରୀ. (ଭାମିନ୍+ଈ)

ଭାମୀର ସ୍ତ୍ରୀଲିଙ୍ଗ —Feminine of Bhāmī.