Jump to content

ଭାରକେନ୍ଦ୍ର

ଉଇକିଅଭିଧାନ‌ରୁ

ଭାରକେନ୍ଦ୍ର

ଉଚ୍ଚାରଣ

[ସମ୍ପାଦନା]

(ଭାରମଧ୍ୟ—ଅନ୍ୟରୂପ)

ସଂସ୍କୃତ - ବିଶେଷ୍ୟ - (୬ଷ୍ଠୀ ତତ୍, ଭାର+କେନ୍ଦ୍ର)

[ସମ୍ପାଦନା]
୧. ଭାରର ତା ବାହୁଙ୍ଗୀର ମଧ୍ୟବିନ୍ଦୁ —୧. The middle point of a yoke.
୨. [ବିଜ୍ଞାନ] ପଦାର୍ଥର ମଧ୍ୟ ବିନ୍ଦୁ —୨. [science] Centre of gravity.