Jump to content

ଭାରତବର୍ଷ

ଉଇକିଅଭିଧାନ‌ରୁ

ଭାରତବର୍ଷ

ଉଚ୍ଚାରଣ

[ସମ୍ପାଦନା]
  • (file)
  • (file)

ସଂସ୍କୃତ - ବିଶେଷ୍ୟ -

[ସମ୍ପାଦନା]

ଭାରତ ମହାଦେଶ —The Indian continent.

[ଦ୍ରଷ୍ଟବ୍ୟ —ପୌରାଣିକ ଭୁଗୋଳ ମତରେ ପୃଥିବୀର ସପ୍ତଦ୍ୱୀପ ମଧ୍ୟରୁ ଜମ୍ୱୁଦ୍ୱୀପ ଏକତମ ତହିଁରେ ନବ ବର୍ଷ ମଧ୍ୟରୁ ବାରତବର୍ଷ ଗୋଟିଏ ବର୍ଷ ବା ଦେଶ ଏହା ହିମାଳୟ ଦକ୍ଷିଣରେ ଓ ମହୋଦଧିର ଉତ୍ତରରେ ଅବସ୍ଥିତ]