Jump to content

ଭାରତୀ

ଉଇକିଅଭିଧାନ‌ରୁ

ଭାରତୀ

ଉଚ୍ଚାରଣ

[ସମ୍ପାଦନା]
  • (file)

ସଂସ୍କୃତ - ବିଶେଷ୍ୟ - ସ୍ତ୍ରୀ—(ଭାରତ+ଅ+ସ୍ତ୍ରୀ. ଈ)

[ସମ୍ପାଦନା]
୧. ବାଣୀ; କଥା —୧. Words; speech.
୨. ସରସ୍ୱତୀ — ୨. The Goddess of learning.
୩. କାବ୍ୟ— ରଚନାର ବୃତ୍ତିବିଶେଷ —୩. A mode of lyrical composition.

[ଦ୍ରଷ୍ଟବ୍ୟ —ଏତଦ୍ଦ୍ୱାରା ରୌଦ୍ର ଓ ବିଭତ୍ସ ରସର ବର୍ଣ୍ଣନା କରାଯାଏ (ହିନ୍ଦୀ - ଶ.) ===

୪. ଭରତିଆ ପକ୍ଷୀ —୪. Skylark.

ଦେଶଜ - ବିଶେଷ୍ୟ -

[ସମ୍ପାଦନା]

ଦଶ ନାମୀ ସନ୍ନ୍ୟାସୀ— ମାନଙ୍କ ଉପାଧିବିଶେଷ —One of the titles of ascetics.]