Jump to content

ଭାରଦ୍ୱାଜ

ଉଇକିଅଭିଧାନ‌ରୁ

ଭାରଦ୍ୱାଜ

ଉଚ୍ଚାରଣ

[ସମ୍ପାଦନା]

ସଂସ୍କୃତ - ବିଶେଷ୍ୟ - ପୁଂ. (ଭରଦ୍ୱାଜ+ଅପତ୍ୟାର୍ଥରେ. ଅ)

[ସମ୍ପାଦନା]
୧. ଦ୍ରୋଣା — ଚାର୍ଯ୍ୟ —୧. Droṇa.
୨. ଅଗସ୍ତ୍ୟ ମୁନି — ୨. Sage Agastya.
୩. ଭରତିଆ ପକ୍ଷୀ; ଭଦ— ଭଦଳିଆ ଚଢ଼େଇ —୩. The blue jay.
୪. ଅସ୍ଥି; ହାଡ଼ —୪. Bone.
୫. ମଙ୍ଗଳ ଗ୍ରହ [ହିନ୍ଦୀ - ଶ] — ୫. The planet Mars.

ସଂସ୍କୃତ - ବିଶେଷଣ -

[ସମ୍ପାଦନା]
୧. ଭରଦ୍ୱାଜ ଗୋତ୍ର ସମ୍ୱନ୍ଧୀୟ ବା ଗୋତ୍ରରୁ ଉତ୍ପନ୍ନ —୧. Of the family of Bharadwāja; descended from sage Bharadwāja.
୨. ଭରଦ୍ୱାଜ ସମ୍ୱନ୍ଧୀୟ — ୨. Relating to Bharadwāja.