Jump to content

ଭାରବାହ

ଉଇକିଅଭିଧାନ‌ରୁ

ଭାରବାହ

ଉଚ୍ଚାରଣ

[ସମ୍ପାଦନା]

ଭାରବାହ୍, ଭାରବାହିକ, ଭାରବାହୀ, ଭାରଭୃତ୍, ଭାରୋଦ୍ୱହ—ଅନ୍ୟରୂପ

ସଂସ୍କୃତ - ବିଶେଷଣ - (ଭାର+ବହ ଧାତୁ+କର୍ତ୍ତୃ. ଅ)

[ସମ୍ପାଦନା]

ଯେ ଭାର ବହନ କରେ —Carrying a load.

ଦେଶଜ - ବିଶେଷ୍ୟ -

[ସମ୍ପାଦନା]
୧. ବୋଝିଆ — ୧. A porter; a carrier.
୨. ଭାରୁଆ —୨. A person who carries loads suspended at both ends of a yoke put on one shoulder.