Jump to content

ଭାରବି

ଉଇକିଅଭିଧାନ‌ରୁ

ଭାରବି

ଉଚ୍ଚାରଣ

[ସମ୍ପାଦନା]

ସଂସ୍କୃତ - ବିଶେଷ୍ୟ -

[ସମ୍ପାଦନା]

କିରାତାର୍ଜୁନୀୟ ନାମକ ପ୍ରସିଦ୍ଧ ସଂସ୍କୃତ କାବ୍ୟର ପ୍ରଣେତା —Name of the author of a celebrated Sanskrit work (relating to an episode in the Mahābhārata).

[ଦ୍ରଷ୍ଟବ୍ୟ —ଏ ଖ୍ରାଷ୍ଟାବ୍ଦ ୬ଷ୍ଠ ଶତାବ୍ଦୀରେ ହିମାଳୟର ତରାଇ ପ୍ରଦେଶରେ ଜନ୍ମ— ଗ୍ରହଣ କରିଥିବାର ଅନୁମିତ ହୁଏ (ସୁବଳଚନ୍ଦ୍ର) କଥିତ ଅଛି ଯେ ଏହାଙ୍କ ଗୁରୁଙ୍କ ଗୋରୁ ଚରାଇବାକୁ ହିମାଳୟର ତରାଇ ଅଞ୍ଚଳକୁ ଯାଇ ସେଠାରେ ପ୍ରାକୃତିକ ଶୋଭାରେ ମୁଗ୍ଧ ହୋଇ ଏ କାବ୍ୟ ରଚନା କରିଥିଲେ—ହିନ୍ଦୀ - ଶ. ]

=== ଦେଶଜ - ବିଶେଷଣ - (ଭା+ରବି)

ସୂର୍ଯ୍ୟ ତୁଲ୍ୟ ତେଜସ୍ୱର — As brilliant as the sun.

(ଉ—ବିଭୁ ଖରପର ମେଳ ସାଧିବି, ବିଦ୍ଧ ଶାଳମେଘ ତନୁ ଭାରବି ଭଞ୍ଜ. ବୈଦେହୀଶବିଳାସ)