Jump to content

ଭାରା

ଉଇକିଅଭିଧାନ‌ରୁ
  • ଉଚ୍ଚ କୋଠାକାମ କରିବା ସମୟରେ ରାଜାମାନଙ୍କ ବସିବା ଓ ଯିବା ଆସିବା ଓ ଇଟା ପଥର ଆଦି ରଖିବା ଓ ନିଆଅଣାପାଇଁ ପ୍ରସ୍ତୁତ ବାଉଁଶ ବା କାଠରେ ତିଆରି ପ୍ରଶସ୍ତ ମଞ୍ଚା ବା ସିଡି
  • ବୋଝ
  • ଭାର; ଦୟିତ୍ଵ
  • ଭରା; ଆଶା

ବିଶେଷଣ (ଦେଶଜ)

[ସମ୍ପାଦନା]
  • ଭାରିଭାରା

ଉଚ୍ଚାରଣ

[ସମ୍ପାଦନା]

ଅନୁବାଦ

[ସମ୍ପାଦନା]

ଦେଶଜ - ବିଶେଷ୍ୟ - (ସଂସ୍କୃତ - ଭାର)

[ସମ୍ପାଦନା]
୧. (ଉଚ୍ଚ କୋଛାକାମ କରିବା ସମୟରେ ରାଜାନଙ୍କ ବସିବା ଓ ଯିବା ଆସିବା ଓ ଇଟା ପଥର ଆଦି ରଖିବା ଓ ନିଆଅଣାପାଇଁ ପ୍ରସ୍ତୁତ ବାଉଁଶ ବା କାଠରେ ତିଆରି ପ୍ରଶସ୍ତ ମଞ୍ଚା ବା ସିଡ଼ି —୧. A scaffolding or staircase made of bamboo or timber for the use of men and materials in the course of building structures).
୨. ବୋଝ —୨. Load; burden,


ଅନୁବାଦ

[ସମ୍ପାଦନା]
୩. ଭାର; ଦାୟିତ୍ୱ —୩. Responmsibility.
୪. ଭରା; ଆଶ୍ରା —୪. Prop; support.

(ଉ—ହନୁମାନ୍ ମାଟିରେ ଭାରା ଦେଇ...ଡ଼େଇଁ ପଡ଼ିଲା ନୀଳକଣ୍ଠ. ପିଲାଙ୍କ ରାମାୟଣ)

ଦେଶଜ - ବିଶେଷଣ -

[ସମ୍ପାଦନା]

ଭାରି —Heavy.