Jump to content

ଭାରାକ୍ରାନ୍ତ

ଉଇକିଅଭିଧାନ‌ରୁ

ଭାରାକ୍ରାନ୍ତ

ଉଚ୍ଚାରଣ

[ସମ୍ପାଦନା]
(ଭାରାକ୍ରାନ୍ତା—ସ୍ତ୍ରୀ)
  • (file)
  • (file)

ସଂସ୍କୃତ - ବିଶେଷଣ - ପୁଂ. (୩ୟା ତତ୍; ଭାର+ଆକ୍ରାନ୍ତ)

[ସମ୍ପାଦନା]
୧. ଭାରଗ୍ରସ୍ତ —୧. Loaded.
୨. ଗୁରୁ ଭାରଦ୍ୱାରା ଆକ୍ରାନ୍ତ ବା ବ୍ୟସ୍ତ — ୨. Heavily laden; overburdened.
୩. କୌଣସି ଗୁରୁଦାୟିତ୍ୱ ଗ୍ରସ୍ତ —୩. Charged with a heavy trust or responsibility.