ଭାରା ବାନ୍ଧିବା
ଦେଖଣା
ଭାରା ବାନ୍ଧିବା
ଉଚ୍ଚାରଣ
[ସମ୍ପାଦନା]ଅନୁବାଦ
[ସମ୍ପାଦନା]ଭାରା ବାନ୍ଧିବା
|
ଦେଶଜ - କ୍ରିୟାପଦ -
[ସମ୍ପାଦନା]ଉଚ୍ଚ ଅଟ୍ଟାଲିକା ବା ଦେବାଳୟାଦିର ଉଚ୍ଚ ଅଂଶମାନଙ୍କରେ ରାଜମିସ୍ତ୍ରୀମାନଙ୍କର କାମ କରିବା ପାଇଁ ଓ ସେଠକୁ ଇଟା ପତରଆଦି ଉଠାଇବା ନିମନ୍ତେ କାଠବାଉଁଶକୁ ଦଉଡ଼ିରେ ବାନ୍ଧି ମଞ୍ଚା ବା ସିଡ଼ି ତିଆରି କରିବା — To raise a scaffolding or staircase of bamboo or timber in the course of constructing big structures such as buildings or temples.