ଭାରି

ଉଇକିଅଭିଧାନ‌ରୁ

ଭାରି

ଓଡ଼ିଆ[ସମ୍ପାଦନା]

ଉଚ୍ଚାରଣ[ସମ୍ପାଦନା]

  • (file)

ଅନୁବାଦ[ସମ୍ପାଦନା]

ସଂସ୍କୃତ - ବିଶେଷ୍ୟ - (ଭୃ ଧାତୁ=ଭୟ ଦେଖାଇବା+କର୍ତ୍ତୃ. ଇ)[ସମ୍ପାଦନା]

ସିଂହ — The lion.

ଦେଶଜ - ବିଶେଷଣ - (ସଂସ୍କୃତ - ବହୁଚର)[ସମ୍ପାଦନା]

୧. ଅତ୍ୟଧିକ — ୧. Much; excessive.
୨. ଅଧିକ; ବଡ଼ —୨. Great, large.
୩. ଦୁର୍ବହ; ଓଜନଦାର୍ —୩. Heavy; weighty.
୪. ଅତ୍ୟାବଶ୍ୟକ —୪. Important.
୫. (ସବାରି ବେହେରାଙ୍କ ଭାଷା) ଲୋକଗହଳ; ଜନତା ପୂର୍ଣ୍ଣ —୫. Crowded.

(ଯଥା—ଆଗଲା ଭାରି)

୬. ବ୍ୟଥାଯୁକ୍ତ —୬. painful.

(ଯଥା—ଆଜି ମୋ ମୁଣ୍ଡଟା ଭାରି ଲାଗୁଛି)

୭. ପୀଡ଼ାଯୁକ୍ତ —୭. Sick.

(ଯଥା—ଆଜି ମୋ ପେଟ ଭାରି ଲାଗୁଛି)

୮. ଅସହ୍ୟ —୮. Unbearable.

ଅନୁବାଦ[ସମ୍ପାଦନା]

ଦେଶଜ - କ୍ରି.ବିଶେଷଣ -[ସମ୍ପାଦନା]

୧. ଅତ୍ୟନ୍ତ — ୧. Much.
୨. ଅତ୍ୟଧିକ ଭାବରେ; ଅତିଶୟ — ୨. Too; much.; excessively.
୩. (କ୍ରିୟା ସଙ୍ଗେ ଯୁକ୍ତ ହେଲେ; ଯଥା—ଚାଲ ଏଠାରୁ ଯିବା ଭାରି) ବାହାରି; କୌଣସି ସ୍ଥାନରୁ ବହିର୍ଗତ ହୋଇ —୩. Out; forth (of a place).

ଅନୁବାଦ[ସମ୍ପାଦନା]

ଦେଶଜ - ବିଶେଷ୍ୟ - (ସଂସ୍କୃତ - ଭାର)[ସମ୍ପାଦନା]

୧. ଭାର; ଗୁରୁତ୍ୱ; ଓଜନ —୧. Weight; heaviness.

(ଉ—ସେ କ୍ଷଣି ସେ ଘୋଡ଼ାଏ ଋତୁପର୍ଣ୍ଣ ଭାରି, ନ ସହି ଶୋଇଲେ ଭୂମିରେ ଆଣ୍ଠୁମାଡ଼ି. କୃଷ୍ଣସିଂହ. ମହାଭାରତ. ବନ)

୨. ଭିଡ଼; ଲୋକ ଗହଳି —୨. Crowd of men.

ଅନୁବାଦ[ସମ୍ପାଦନା]

ଗ୍ରାମ୍ୟ - (ଉତର) ବିଶେଷ୍ୟ - (ତୁଳ ବାଡ଼ି ସ୍ଥଳରେ ବାରି)[ସମ୍ପାଦନା]

ଭାଡ଼ି (ଦେଖ) - —Bhāṟḍ̠i (See)