Jump to content

ଭାରିକ

ଉଇକିଅଭିଧାନ‌ରୁ

ଭାରିକ

ଉଚ୍ଚାରଣ

[ସମ୍ପାଦନା]

(ଭାରି—ଅନ୍ୟରୂପ)

ସଂସ୍କୃତ - ବିଶେଷଣ - ପୁଂ. (ଭାର+ଅଛି ଅର୍ଥରେ ଇକ)

[ସମ୍ପାଦନା]
୧. ଭାରବାହୀ —୧. Carrying loads on the shoulder; by means of a yoke.
୨. ଭାରବିଶିଷ୍ଟ — ୨. Heavy.