Jump to content

ଭାରିମଲ୍ଲ

ଉଇକିଅଭିଧାନ‌ରୁ

ଭାରିମଲ୍ଲ

ଉଚ୍ଚାରଣ

[ସମ୍ପାଦନା]
  • (file)
  • (file)

ଦେଶଜ - ବିଶେଷ୍ୟ - (ସଂସ୍କୃତ - ଭାର+ମଲ୍ଲ)

[ସମ୍ପାଦନା]
୧. ପ୍ରାଚୀନ ଓଡ଼ିଆ ରାଜାମାନଙ୍କ ପ୍ରଦତ୍ତ ଯୋଦ୍ଧାମାନଙ୍କ ଉପାଧିବିଶେଷ —୧. A title conferred on warriors by the ancient Oriya kings.
୨. ଖୁବ୍ ଭାରି ବସ୍ତୁକୁ ଭୂମିରୁ ଉଠାଇବା ମଲ୍ଲ — ୨. A champion of heavy weights.