ଭାରିଯା
ଦେଖଣା
ଭାରିଯା
ଉଚ୍ଚାରଣ
[ସମ୍ପାଦନା]ଧ୍ୱନି (ମାନକ ଓଡ଼ିଆ) (file)
ଅନୁବାଦ
[ସମ୍ପାଦନା]ଭାରିଯା
|
ଦେଶଜ - ବିଶେଷ୍ୟ - ସ୍ତ୍ରୀ. (ସଂସ୍କୃତ - ଭାର୍ଯ୍ୟା)
[ସମ୍ପାଦନା]ସ୍ତ୍ରୀ; ମାଇପ —Wife.
[ଉ—ଦଣ୍ଡକ ଅରଣ୍ୟରେ ଭାରିଯା ହରାଇ କୃଷ୍ଣସିଂହ. ମହାଭାରତ. ବନ]
ଗ୍ରାମ୍ୟ - ଅ
[ସମ୍ପାଦନା]ବାହାରି ଯାଅ —Get out ! Go out !