ଭାରିଯା କରିବା
ଦେଖଣା
ଭାରିଯା କରିବା
ଉଚ୍ଚାରଣ
[ସମ୍ପାଦନା]ଅନୁବାଦ
[ସମ୍ପାଦନା](ଘଇତା କରିବା—ବିପରୀତ)
ଅନୁବାଦ
[ସମ୍ପାଦନା]ଭାରିଯା କରିବା
|
ଦେଶଜ - କ୍ରିୟାପଦ -
[ସମ୍ପାଦନା]- ୧. ପତ୍ନୀରୂପେ ଗ୍ରହଣ କରିବା; କୌଣସି ସ୍ତ୍ରୀକୁ ବିବାହ କରିବା — ୧. To marry a woman; to take a wife.
[ଉ—ଆଳୁ ପତର, କି ସାରୁ ପତର, ସେ କି ହୋଇବ ପାନ? ପଛରେ ଯାହାକୁ ଭାରିଯା କରିବ, ସେ କି ଜାଣିବ ମନ? ଢଗ]
- ୨. କୌଣସି ସ୍ତ୍ରୀକୁ ବିବାହ ନ କରି ତା ସଙ୍ଗେ ପତିରୂପେ ରହିବା ବା ସହବାସ କରିବା —୨. To live with a woman as one's wife without wedlock.