ଭାରି ଲାଗିବା
ଦେଖଣା
ଭାରି ଲାଗିବା
ଉଚ୍ଚାରଣ
[ସମ୍ପାଦନା](ଭାରି ବୋଧହେବା—ଅନ୍ୟରୂପ)
ଅନୁବାଦ
[ସମ୍ପାଦନା]ଦେଶଜ - ବିଶେଷ୍ୟ -
[ସମ୍ପାଦନା]- ୧. ଭାର ବୋଧହେବା —୧. Feeling of heaviness.
- ୨. ମାଡ଼ିଯଡ଼ିବା; ଗହଳି ଥିବା ପରି ବା କେହି ଲୋକ ଥିବାପରି ଜଣାପଡ଼େ —୨. A feeling as if some people are present.
[ଉ— ଚରମଭାଗ ମୋ ଭାରି, ଲାଗି ନାହିଁ ଭ୍ରମେ ଚମ୍ପୂ ଚ ଗୀତ]
- ୩. (ଦେହ)ର ଅସୁସ୍ଥତା ବୋଧ —୩. A feeling of sickishness.