Jump to content

ଭାରୁଣ୍ଡ

ଉଇକିଅଭିଧାନ‌ରୁ

ଭାରୁଣ୍ଡ

ଉଚ୍ଚାରଣ

[ସମ୍ପାଦନା]

ସଂସ୍କୃତ - ବିଶେଷ୍ୟ -

[ସମ୍ପାଦନା]

ପୁରାଣବର୍ଣ୍ଣିତ ଉତ୍ତରକୁରୁ ଦେଶଜ ପକ୍ଷି— ବିଶେଷ; ଗଣ୍ଡଭୈରବ ଚଢ଼େଇ (ଦେଖ) - — Name of a fabulous giganṭic bird with ୨ bodies joined.



ଭାରୁଣ୍ଡ

ଉଚ୍ଚାରଣ

[ସମ୍ପାଦନା]

ସଂସ୍କୃତ - ବିଶେଷ୍ୟ -

[ସମ୍ପାଦନା]
୧. ଭାରୁଣ୍ଡ (ଦେଖ) - —୧. Name of a fabulous bird.
୨. ରାମାୟଣୋକ୍ତ ପ୍ରାଚୀନ ବନବିଶେଷ —Name of a forest mentioned in the Rāmāyaṇa.

[ଦ୍ରଷ୍ଟବ୍ୟ —ଏ ପଞ୍ଜାବର ସରସ୍ୱତୀ ନଦୀର ନିକଟରେ ଥିଲା ହିନ୍ଦୀ - ଶ]