ଭାର୍ଗଣ
ପାଣ୍ଡବପକ୍ଷୀୟ ଜନୈକ ଯୋଦ୍ଧା —Name of a warrior fighting for the Pāṇḍabas.
[ଉ—ସୂର୍ଯ୍ୟ ଅଗ୍ନି ପରାୟ ଶରଟାଏ ଦ୍ରୋଣ, ସନ୍ଧିଲେ ସହିପାରେ ପଡ଼ିଲେ ଭାଗଣ—କୃଷ୍ଣସିଂହ. ମହାଭାରତ ଦ୍ରୋଣ]