ଭାର୍ଗବୀ
ଦେଖଣା
ଭାର୍ଗବୀ
ଉଚ୍ଚାରଣ
[ସମ୍ପାଦନା]ସଂସ୍କୃତ - ବିଶେଷ୍ୟ - (ଭୃଗୁ+ଅ+ସ୍ତ୍ରୀ. ଈ)
[ସମ୍ପାଦନା]- ୧. ପାର୍ବତୀ —୧. Pārbatī.
- ୨. ଲକ୍ଷ୍ମୀ —୨. Goddess of fortune.
- ୩. ଦୂର୍ବା —୩. The Creeping grass.
ଦେଶଜ - ବିଶେଷ୍ୟ -
[ସମ୍ପାଦନା]ଓଢ଼ିଆର ପୂରୀ ଜିଲ୍ଲାରେ ପ୍ରବାହିତ ମଦୀବିଶେଷ —The name of a river in Orissa.
(ଉ—ଭାର୍ଗବୀ, ସ୍ୱର୍ଗର ସୁଗମ ନିଃଶ୍ରେଣୀ, ମନୋହର ଯାର ନୀଳ ନୀରବେଣୀ ରାଧାନାଥ. ଚିଲିକା)
[ଦ୍ରଷ୍ଟବ୍ୟ —ଏହା ପୁରୀ ଜିଲ୍ଲା ବାଳିକାଟିଠାରୁ କୁଆଖାଇ ନଦୀରୁ ବାହାରି ଚିଲିକାରେ ପଡ଼ିଅଛି]
ପ୍ରାଦେ, (ସମ୍ୱଲପୁର) ବିଶେଷ୍ୟ -
[ସମ୍ପାଦନା]କନ୍ଦାରୁ ଜନ୍ମିବା ଏକପ୍ରକାର ଗୁଳ୍ମ —A kind of plant growing from bulbs.