Jump to content

ଭାର୍ଜନ

ଉଇକିଅଭିଧାନ‌ରୁ

ଭାର୍ଜନ

ଉଚ୍ଚାରଣ

[ସମ୍ପାଦନା]
  • (file)

ଅନୁବାଦ

[ସମ୍ପାଦନା]

ଗ୍ରାମ୍ୟ - ବିଶେଷଣ - (ସଂସ୍କୃତ - ଭାଜନ)

[ସମ୍ପାଦନା]
୧. ଭାଜନ; ଯୋଗ୍ୟ —୧. Deserving; fit for.
୨. ଭାଗୀ; ଭୋଗ କରିବା ଯୋଗ୍ୟ —୨. Liable to experience.

(ଉ—ଏରୂପ ଯେତ୍ରୈକରେ ଦର୍ଶନ ସେ ଦୁଃଖ ନୁହନ୍ତି ଭାର୍ଜନ—ଜଗନ୍ନାଥ. ଭାଗବତ)