Jump to content

ଭାର୍ଯ୍ୟା

ଉଇକିଅଭିଧାନ‌ରୁ

ଭାର୍ଯ୍ୟା

ଉଚ୍ଚାରଣ

[ସମ୍ପାଦନା]
  • (file)

ସଂସ୍କୃତ - ବିଶେଷ୍ୟ - ସ୍ତ୍ରୀ (ଭୃ ଧାତୁ=ପୋଷିବା+କର୍ମଯ+ସ୍ତ୍ରୀ. ଆ; ଯାହାକୁ ସ୍ୱାମୀ ପୋଷଣ କରେ)

[ସମ୍ପାଦନା]
୧. ପତ୍ନୀ; ସ୍ତ୍ରୀ — ୧. Wife.
୨. ବିବାହିତା ସ୍ତ୍ରୀ —୨. One's wedded or lawful wife.