Jump to content

ଭାର୍ଯ୍ୟାଟ

ଉଇକିଅଭିଧାନ‌ରୁ

ଭାର୍ଯ୍ୟାଟ

ଉଚ୍ଚାରଣ

[ସମ୍ପାଦନା]

ସଂସ୍କୃତ - ବିଶେଷ୍ୟ - ପୁଲିଙ୍ଗ - (ଭାର୍ଯ୍ୟା+ଅଟ୍ ଧାତୁ+କର୍ତ୍ତୃ. ଅ; ଯେ ଭାର୍ଯ୍ୟା—ଦ୍ୱାରା ଆପଣାର ଜୀବୀକା ନିର୍ବାହ କରେ)

[ସମ୍ପାଦନା]

ଭାରଦା; ଯେଉଁ ବ୍ୟକ୍ତି ଅର୍ଥାଦି ଲୋଭର ଆପଣାର ସ୍ତ୍ରୀକକୁ ପର— ପୁରୁଷ ଉପଭୋଗ ନିମନ୍ତେ ଛାଡ଼ିଦିଏ; ଭାର୍ଯ୍ୟାର ଭଡ଼ାଖିଆ —A person who lives on the earnings of his wife's adultery; a person who lets his wife be enjoyed by another for consideration.